କଟ୍ଵଙ୍ଗ
କଟ୍ବଙ୍ଗ —
ଉଚ୍ଚାରଣ: Kaṭwaṅga
ସଂ. ବି. (ବହୁବ୍ରୀହି; କଟୁ+ଅଙ୍ଗ) —
୧: ଫଣଫଣା (ଦେଖ) ୧. Phaṇaphaṇā (See)
୨: (ନାମ) ସୂର୍ଯ୍ୟବଂଶୀୟ ରାଜାବିଶେଷ; ଦିଲୀପ — ୨. Name of a king of the Solar dynasty.
(କଟ୍ବଙ୍ଗୀ—ସ୍ତ୍ରୀ)
ସଂ. ବିଣ. ପୁଂ —
ଯାହାର ଅଙ୍ଗ କଠିନ; କଠିନାଙ୍ଗ — Sturdy; hard-limbed.