ଶବ୍ଦାର୍ଥ:
କଟ୍ଟାର — ଉଚ୍ଚାରଣ: Kaṭṭāra
ସଂ. ବି. (କଟ୍ ଧାତୁ+ଭାବେ. ତ=କଟ୍ଟ; କଟ୍ଟ+ରୁ ଧାତୁ= ଗମନ କରିବା+କର୍ତ୍ତୃ. ଅ) —
୧: କଟୁରି — ୧. Bill-hook.
୨: ଛେରା —୨. Dagger (Apte)