ଶବ୍ଦାର୍ଥ:
କଟୁରିବେଣ୍ଟ — ଉଚ୍ଚାରଣ: Kaṭuribeṇṭa
ଦେ. ବି (ସଂ. କଟ୍ଟାର+ବୃନ୍ତ) —
କଟୁରିକୁ ବ୍ୟବହାର କରିବା ବେଳେ କଟୁରିମୂଳର ଯେଉଁ ଅଂଶ ବା କାଠକୁ ଧରାଯାଏ —Wooden handle of a bill-hook.