କଟି
କଟି —
ଉଚ୍ଚାରଣ: Kaṭi
ସଂ. ବି. ସ୍ତ୍ରୀ. (କଟ୍ ଧାତୁ=ଗମନ କରିବା+ସଂଜ୍ଞାର୍ଥେ. ଇ) —
୧: ଅଣ୍ଟା; କମର୍ —୧. The loins.
୨: ହସ୍ତିର ଗଣ୍ଡସ୍ଥଳ — ୨. The temples of an elephant.
ପ୍ରାଦେ. (ପୁରୀ, ଗଞ୍ଜାମ) ବି. —
୩: କଉଡ଼ି ଖେଳରେ ଗୋଟିଏ ମାତ୍ର କଉଡ଼ି ଚିତି ହୋଇ ପଡ଼ିବା ଦାନ; କଉଡି ଖେଳରେ 'ଦଶ' ସୁମାରି ଦାନ — ୩. The throw resulting in one cowrie being upturned while thrown in the game with cowries.
ପ୍ରାଦେ. ବିଣ. (ମେଦିନୀପୁର, ବାଲେଶ୍ବର) (ସଂ. କନିୟସ୍, କନିଷ୍ଠ) —
୧: କ୍ଷୁଦ୍ର; ସାନ; ଛୋଟ — ୧. Young; small; little.
(ଯଥା, କଟି ବାବୁ)