କଟାଳଜୁଆର
କଟାଳଜୁଆର —
ଉଚ୍ଚାରଣ: Kaṭāḻajuāra
(ପଡ଼ିଆଜୁଆର—ବିପରୀତ)
কটাল
ज्वारभाटा
ଦେ. ବି.—(ସଂ. କରାଳ=ଉଚ୍ଚ+ହି. ଜୁବାର) —
ଦଶମୀଠାରୁ ପୂର୍ଣ୍ଣିମା ବା ଅମାବସ୍ୟା ପର୍ଯ୍ୟନ୍ତ ହେବା ବଡ଼ଜୁଆର; ଉଠିଆ ଜୁଆର —High tide of the lunar fortnight from the tenth day till the end; springtide;
ପୂର୍ଣ୍ଣିମା କଟାଳଜୁଆର ବେଳରେ କମଳାପ୍ରସାଦ ଘାଟ ଭିଡ଼ିବ ଫକୀରମୋହନ, ଗଳ୍ପସ୍ବଳ୍ପ