ଶବ୍ଦାର୍ଥ:
କଟାଯିବା — ଉଚ୍ଚାରଣ: Kaṭāj̄ibā কাটাযাওয়া कटायाना
ଦେ. କ୍ରି. (ସଂ. କୃତ୍ ଧାତୁ) —
କାଟିବାକ୍ରିୟାର କର୍ମବାଚ୍ୟରେ ରୂପ; କର୍ତ୍ତିତ ହେବା — The form of the verb 'to cut' in the passive voices; to be cut.