ଶବ୍ଦାର୍ଥ:
କଟାବଛା — ଉଚ୍ଚାରଣ: Kaṭābachhā কাটাকাটি कतरबयौत
ଦେ. ବି. (ସହରର) —
ତରକାରି ନିମନ୍ତେ ପରିବା କାଟିବା ଓ ଶାଗ ବାଛିବା; କାଟବାଛ — Slicing and cleansing of vegetables for cooking.