ଶବ୍ଦାର୍ଥ:
କଟମସିଣା — ଉଚ୍ଚାରଣ: Kaṭamasiṇā
ଦେ. ବି (ସଂ. କଟ) —
ତୃଣ ମସିଣା — Grass-mat.
କଟମସିଣା ଗୋଟିକି ଆଣି ବେଦିମୂଳ—ସାରଳାମହାଭାରତ