ଶବ୍ଦାର୍ଥ:
କଞ୍ଜାରି — ଉଚ୍ଚାରଣ: Kan̄jāri
ସଂ. ବି (୬: ଷ୍ଠୀ ତତ୍;କଞ୍ଜ=ପଦ୍ମ+ଅରି=ଶତ୍ରୁ) —
ଚନ୍ଦ୍ର —Moon.
ମାର ସୁକୁମାରୀ ନ ପୁଣ କଞ୍ଜାରି ଜାରି, ଲୋଡଇ ଏହା ସୁମରି ମରି ଭଞ୍ଜ ପ୍ରେମସୁଧାନିଧି