ଶବ୍ଦାର୍ଥ:
କଞ୍ଚୁଳ — ଉଚ୍ଚାରଣ: Kan̄chuḻa
ସଂ. ବି (କଞ୍ଚ ଧାତୁ=ବନ୍ଧନ କରିବା+କରଣ. ଉଳ) —
କାଞ୍ଚିଲା; ସ୍ତ୍ରୀମାନଙ୍କର ଜାକେଟ୍ — Female jacket; bodice.