ଶବ୍ଦାର୍ଥ:
କଞ୍ଚା ମାଂସ — ଉଚ୍ଚାରଣ: Kan̄chā māṁsa কাঁচা মাংস कच्चा गोस्त
ଦେ ବି. —
୧: ପାକ କରା ଯାଇ ନ ଥିବା ମାଂସ — ୧. Raw flesh; uncooked meat.
୨: ତଟକା ମାଂସ —୨. Fresh meat.