ଶବ୍ଦାର୍ଥ:
କଞ୍ଚାର — ଉଚ୍ଚାରଣ: Kan̄chāra
ସଂ. ବି. (କଂ=ଜଳକୁ+ଚର=ଶୋଷିବା+କର୍ତ୍ତୃ. ଅ) —
୧: ସୂର୍ଯ୍ୟ —୧. The Sun.
୨: ଅର୍କ ଗୁଳ୍ମ —୨. A plant.