ଶବ୍ଦାର୍ଥ:
କଞ୍ଚଟ — ଉଚ୍ଚାରଣ: Kann̄chaṭa
ସଂ. ବି. (କଂ=ଜଳ+ଚଟ୍ ଧାତୁ=ପୃଥକ୍ କରିବା+ସଂଜ୍ଞାର୍ଥେ. ଅ) —
ଜଳଜ ଶାକବିଶେଷ; କଳମ ଶାଗ — An aquatic edible creeper; a kind of water-weed.