ଶବ୍ଦାର୍ଥ:
କଜ୍ଲା — ଉଚ୍ଚାରଣ: Kajlā
ପ୍ରାଦେ. (ସମ୍ବଲପୁର) ବି. (ସଂ. କଜ୍ଜଳ) —
ଫକା କଳା; ଈଷତ୍ କଳା; କଳାଆଂଶିଆ — Slightly black; light dark (colour).