ଶବ୍ଦାର୍ଥ:
କଜ୍ଜଳରୋଚକ — ଉଚ୍ଚାରଣ: Kajjaḻarochaka
ସଂ. ବି. (କଜ୍ଜଳ+ରୁଚ ଧାତୁ. ଣିଚ+କର୍ତ୍ତୃ. ଅକ) —
ଦୀପାଧାର; ଦୀପରୁଖା — Lamp-stand; candle-stick.