କଜଳପାତିଆଦଳ
କଜଳପାତିଆଦଳ —
ଉଚ୍ଚାରଣ: Kajaḻapātiādaḻa
নৌকাফূল্
ଦେ. ବି —
ବିଲାତିଦଳ ପରି ଏକ ପ୍ରକାର ଡେଙ୍ଗା ଜଳଜ ଶାକ (ଏହାର ଫୁଲ ନୀଳବର୍ଣ୍ଣ ଓ ଆକାରରେ ନୌକା ବା କଜଳପାତି ପରି ସରୁ ଓ ଲମ୍ବ, ଫୁଲର ଡେମ୍ଫ ଲମ୍ବା) —A kind of aquatic plant; Monochoria Hastæfolia (the leaf is somewhat of the same shape as that of the tall variety of Water-Hyacinth with deep blue flowers).