ଶବ୍ଦାର୍ଥ:
କଜଳ — ଉଚ୍ଚାରଣ: Kajaḻa কাজল काजल
ଦେ. ବି. (ସଂ. କଜ୍ଜଳ) —
ଋO୧: ଅଞ୍ଜନ —୧. Collyrium.
୨: ହାଣ୍ଡି କଳା ବା ଦୀପକଳା — ୨. Lamp-black or soot.
[ଦ୍ର—ସଂସାର ଅଛି ଯେ ପିଲାଙ୍କ ଆଖିରେ କଜଳ ଥିଲେ ଭୂତ, ପ୍ରେତ, ଡ଼ାହାଣୀ କିଛି କରି ପାରନ୍ତି ନାହିଁ]