ଶବ୍ଦାର୍ଥ:
କଛାର୍ — ଉଚ୍ଚାରଣ: Kachhār
ପ୍ରାଦେ. (ସମ୍ବଲପୁର) ବି. (ସଂ. କଚ୍ଛ) —
୧: ନଦୀକୂଳର ପଟୁ— ମିଶା ବାଲି ମାଟି —୧. Sandy and silted soil on the bank of a river.
୨: ନଦୀକୂଳର ଖାରି ମାଟି; ଉଷରଭୂମି — ୨. Rhe-soil; saline soil on the riverbank.