ଶବ୍ଦାର୍ଥ:
କଚିମ — ଉଚ୍ଚାରଣ: Kachima
ପ୍ରାଦେ. (ବାଲେଶ୍ବର ଓ ମେଦିନୀପୁର) ବି. (ସଂ. କଚ୍ଛପ; ତୁଳ. ବଂ. କାଛିମ) —
କଇଁଚ; କୁର୍ମ୍ମ —Tortoise.