ଶବ୍ଦାର୍ଥ:
କଚା ଜୋଡ଼ାଇ — ଉଚ୍ଚାରଣ: Kachā joṟḍ̠āi কাঁচা যোড়াই कच्चा जोड़ाइ
ପ୍ରାଦେ. (ସମ୍ବଲପୁର) ବି. —
କଚା ଗାନ୍ଥିନି; ପୋଡ଼ା ଇଟାକୁ ମାଟି ଦ୍ବାରା ବସାଇବା — Brick and mud masonry.