କଚାଡ଼ିବା
କଚାଡ଼ିବା —
ଉଚ୍ଚାରଣ: Kachāṟḍ̠ibā
কাছাড় দেওয়া
प़टकना
ଦେ. କ୍ରି —
୧: ଉର୍ଦ୍ଧ୍ଵକୁ ଟେକି ଜୋରରେ ତଳକୁ ନିକ୍ଷେପ କରିବା —୧. To throw down with force; to dash down.
ଦମ୍ଭରେ ଦମ୍ଭୋଳି କଚାଡ଼ୁ ମୋ ଦୁଃଖଗିରି ଶିରେ କବିସୂର୍ଯ୍ୟ—ସଙ୍ଗୀତ
୨: (ମେଘ ବରଷିବାରେ ମାତ୍ରେ ପ୍ରୟୋଗ) ମୁଷଳ ଧାରାରେ ବର୍ଷିବା —୨. To rain cats and dogs.
(ଯଥା— ଆଜି ମେଘ ଶିଳଶାଳ ପଥର କଚାଡ଼ିଲା)