ଶବ୍ଦାର୍ଥ:
କଚର୍ କଚର୍ କରିବା — ଉଚ୍ଚାରଣ: Kachar kachar karibā কচকচকরা कचकचाना
ପ୍ରାଦେ. (ସମ୍ବଲପୁର) କ୍ରି —
୧: ବିରକ୍ତ କରିବା — ୧. To trouble; to vex.
୨: ଉପର୍ୟ୍ୟୁପରି ଅଳି କରି ବିରକ୍ତ କରିବା — ୨. To trouble with importunity.