କଚରଙ୍ଗା
କଚରଙ୍ଗା —
ଉଚ୍ଚାରଣ: Kacharaṅgā
কাঁচড়াঘাস
निसिगा; गद्दितिरिया; जलपिपर
ଅନ୍ୟ ସଂ. ନାମ—ଜଳତଣ୍ଡୁଳୀୟ;
ଜଳଭୁ; ଲାଙ୍ଗଳୀ; ତୋୟିପିପ୍ପଳୀ;
ଶାରଦୀ; ଶକୁଳାଦନୀ; ମତ୍ସ୍ୟାଗନ୍ଧା;
ଜଳପିପ୍ପଳୀ; ମତ୍ସ୍ୟାଦନୀ
ମ. ଜଳପୁସ୍ପଳୀ
ଗୁ. ରତନେଲିୟୋ
ଫା. ପୀପଲଆବୀ
ଆ. ଫିଲ୍ଫିଲ୍ମାୟ୍
ଦେ. ବି. (ସଂ. କଞ୍ଚଟ) —
ଏକ ପ୍ରକାର ଜଳଜ ଶାକ; ଘୋଡ଼ା କନଶିରି ଶାଗ —A creeping herb growing at the edge of water; Purple Lippia; Lippia Nodifiora.
[ଦ୍ର—ଏହାର ପତ୍ର ଲମ୍ବା ଓ ଓସାର ଚାରି ଆଙ୍ଗୁଳି; ଫୁଲ ନେଳିଆ; ଏହାର ପତ୍ର ପିତା; ଏହା ଅତିସାରନାଶକ ଏହା ହୃଦୟ— ଗ୍ରାହୀ, ଚକ୍ଷୁର ହିତକର, ଶୁକ୍ର— ବର୍ଦ୍ଧକ, ଲଘୁ, ଧାରକ, ଶୀତବୀର୍ୟ୍ୟ, ରୁକ୍ଷ, କଟୁତଷାୟ, କଟୁବିପାକ, ରୁଚିକାରକ, ଅଗ୍ନିବର୍ଦ୍ଧକଚ, ରକ୍ତ— ଦୋଷ, ଦାହ ଓ ବ୍ରଣନାଶକ]