ଶବ୍ଦାର୍ଥ:
କଙ୍ଖାର୍ — ଉଚ୍ଚାରଣ: Kaṅkhār
ପ୍ରାଦେ. (ସମ୍ବଲପୁର) ବି. (ସଂ. କର୍କାରୁ) —
ପାଣିକଖାରୁ — White gourd.
[ଦ୍ର—ଲରିଆ ଭାଷାରେ ଏହାକୁ କୁହ୍ମୁଡ଼ା କହନ୍ତି ଏବଂ ସମ୍ବଲପୁରରେ ବୋଇତିକଖାରୁକୁ ମାଖନ କହନ୍ତି]