ଶବ୍ଦାର୍ଥ:
କଙ୍କି — ଉଚ୍ଚାରଣ: Kaṅki ঝিল্লিফড়িং, ফিসফিস टिकुलि, चमकि
ଦେ. ବି —
ଏକଜାତୀୟ ଚାରିପକ୍ଷ ଓ ବଡ଼ ଲାଙ୍ଗୁଳବିଶିଷ୍ଟ ପତଙ୍ଗ — Dragon fly.
ଉହୁଙ୍କି ଶିଶୁକଙ୍କି ଦେଲା ଗିଳିଣ—ରାଧାନାଥ, ତୁଳସୀସ୍ତବକ