କଙ୍କାଳୀ
କଙ୍କାଳୀ —
ଉଚ୍ଚାରଣ: Kaṅkāḻī
ଦେ. ବି. ସ୍ତ୍ରୀ. (ସଂ. କଙ୍କାଳ+ଈ) —
୧: କଙ୍କାଳମାଳିନୀ (ଦେଖ) ୧. Kaṅkāḻamāḻinī (See)
ଚାମଣ୍ଡା ଚର୍ଚ୍ଚିକା ଆଉ କଙ୍କାଳୀ ବୋତାଳୀ—ସାରଳା ମହାଭାରତ, ଋO୍ୟୋଗ
୨: ଶରବିଶେଷ —୨. A kind of arrow.
ପାତାଳରେ ଥିଲା ପରି କଙ୍କାଳୀ ବୋତାଳୀ—ସାରଳା ମହାଭାରତ, ଉଦ୍ୟୋଗ
(କଙ୍କାଳିନୀ—ସ୍ତ୍ରୀ)
ସଂ. ବିଣ. ପୁଂ. (କଙ୍କାଳ+ଇନ୍; ୧: ମା. ୧: ବ.) —
ଯେଉଁ ଜୀବର କଙ୍କାଳ ଅଛି — Having skeleton or ribs.