ଶବ୍ଦାର୍ଥ:
କଙ୍କାଳମାଳୀ — ଉଚ୍ଚାରଣ: Kaṅkāḻamāḻī
(କଙ୍କାଳମାଳିନୀ—ସ୍ତ୍ରୀ)
ସଂ. ବିଣ. ପୁଂ. (କଙ୍କାଳମାଳା+ଅଛି ଅର୍ଥରେ ଇନ୍ ୧: ମା. ୧: ବ.) —
ଅସ୍ଥିମାଳାଧାରୀ — Wearing a string of bones.
ସ. ବି. ପୁଂ. —
ଶିବ —An epithet of God Siba.