ଶବ୍ଦାର୍ଥ:

କଙ୍କାଳମାଳିନୀ
ଉଚ୍ଚାରଣ: Kaṅkāḻamāḻinī

ସଂ. ବିଣ. ସ୍ତ୍ରୀ. (କଙ୍କାଳମାଳା+ଅଛି ଅର୍ଥରେ ଇନ୍ +ସ୍ତ୍ରୀ. ଈ) —

୧: ଅସ୍ଥିମାଳାଧାରିଣୀ — ୧. Wearing a string of bones.

୨: ରୁଦ୍ରାଣୀ; କାଳୀ —୨. An epithet of Goddess Kāḻī