ଶବ୍ଦାର୍ଥ:

କଙ୍କାଳମାଳ
ଉଚ୍ଚାରଣ: Kaṅkāḻamāḻa

ସଂ. ବି. ( ୬: ଷ୍ଠୀ ତତ୍; କଙ୍କାଳ+ମାଳ) —

୧: ଶିବ ଓ କାଳୀ ପିନ୍ଧିଥିବା ଅସ୍ଥିରେ ଗୁନ୍ଥାୟାଇଥିବା ମାଳା — ୧. A necklace of bones (worn by God Ṡiba)

୨: ଅସ୍ଥି ସମୂହ —୨. A collection of bones.

ଦେ. ବିଣ. —

କଙ୍କାଳମାତ୍ରାବିଶିଷ୍ଟ —Reduced to skeleton.