ଶବ୍ଦାର୍ଥ:
କଙ୍କାଳମାତ୍ରାବିଶିଷ୍ଟ — ଉଚ୍ଚାରଣ: kaṅkāḻamātrābaṡisḻṭa
ସଂ. ବିଣ. ପୁଂ. (ବହୁବ୍ରୀହି; କଙ୍କାଳମାତ୍ର ଅବଶିଷ୍ଟ ଅଛି ୟାହାର) —
ଅତି କ୍ଷୀଣ; କଙ୍କାଳମୟ ଶରୀରଯୁକ୍ତ —Reduced to skeleton; very lean.