କଙ୍କାଳମାତ୍ରାବିଶିଷ୍ଟ

ଶବ୍ଦାର୍ଥ:

କଙ୍କାଳମାତ୍ରାବିଶିଷ୍ଟ
ଉଚ୍ଚାରଣ: kaṅkāḻamātrābaṡisḻṭa

ସଂ. ବିଣ. ପୁଂ. (ବହୁବ୍ରୀହି; କଙ୍କାଳମାତ୍ର ଅବଶିଷ୍ଟ ଅଛି ୟାହାର) —

ଅତି କ୍ଷୀଣ; କଙ୍କାଳମୟ ଶରୀରଯୁକ୍ତ —Reduced to skeleton; very lean.