କଙ୍କା
କଙ୍କା —
ଉଚ୍ଚାରଣ: Kaṅkā
ସଂ. ବି. ସ୍ତ୍ରୀ —
୧: (ନାମ) ଉଗ୍ରସେନଙ୍କ କନ୍ୟା (ଏ ବସୁଦେବଙ୍କ ଭାଇଙ୍କୁ ବିବାହ କରିଥିଲେ) — ୧. The daughter of Ugrasena.
୨: ଶ୍ରୀଖଣ୍ଡ; ଶ୍ବେତଚନ୍ଦନ —୨. White sandal.
ସଂ. ବିଣ. ସ୍ତ୍ରୀ. (କଙ୍କ+ଆ) —
ସୁଖଦାୟିନୀ (ପ୍ରକୃତିବାଦ) — Giving pleasure or happiness.