ଶବ୍ଦାର୍ଥ:
କଙ୍କଶାୟ — ଉଚ୍ଚାରଣ: Kaṅkaṡāya
ସଂ. ବି. (କଙ୍କ=ପକ୍ଷୀ+ଶୀ ଧାତୁ ଣିଚ୍=ଶାୟିଧାତୁ= ଶୁଆଇବା+କର୍ତ୍ତୃ. ଅ; ଯେ କଙ୍କପକ୍ଷୀକୁ ଶିକାର କରି ଶୁଆଇଦିଏ ଅର୍ଥାତ୍ ମାରିପକାଏ) —
କୁକୁର —Dog.