କଙ୍କଶାୟ
(କଙ୍କଶାଯରୁ ଲେଉଟି ଆସିଛି)
କଙ୍କଶାୟ —
ଉଚ୍ଚାରଣ: Kaṅkaṡāya
ସଂ. ବି. (କଙ୍କ=ପକ୍ଷୀ+ଶୀ ଧାତୁ ଣିଚ୍=ଶାୟିଧାତୁ= ଶୁଆଇବା+କର୍ତ୍ତୃ. ଅ; ଯେ କଙ୍କପକ୍ଷୀକୁ ଶିକାର କରି ଶୁଆଇଦିଏ ଅର୍ଥାତ୍ ମାରିପକାଏ) —
କୁକୁର —Dog.