ଶବ୍ଦାର୍ଥ:

କଙ୍କମାଳା
ଉଚ୍ଚାରଣ: Kaṅkamaāḻā

ସଂ. ବି. (କଙ୍କ=କରଚାପଲ୍ୟ+ମଳ୍ ଧାତୁ= ଧାରଣ କରିବା+କର୍ତ୍ତୃ. ଅ+ଆ) —

କରତାଳ ବାଦ୍ୟ (ଜ୍ଞାନେନ୍ଦ୍ର) — A kind of clapping musical instrument.