ଶବ୍ଦାର୍ଥ:

କଙ୍କପୁରୀ
ଉଚ୍ଚାରଣ: Kaṅkapurī

ସଂ. ବି. (କଙ୍କା=ସୁଖଦାୟିନୀ+ପୁରୀ) —

ବାରାଣାସୀ; କାଶୀ (ପ୍ରକୃତିବାଦ) — Benares.