କଙ୍କପତ୍ର
କଙ୍କପତ୍ର —
ଉଚ୍ଚାରଣ: Kaṅkapatra
ସଂ. ବି. ( ୬: ଷ୍ଠୀ ତତ୍; କଙ୍କ=କଙ୍କପକ୍ଷୀ+ପତ୍ର=ପକ୍ଷ) —
୧: ବଢ଼ିଆକାଙ୍କର ପକ୍ଷ — ୧. Flamingo feather.
୨: (ଏହା କଙ୍କପକ୍ଷଯୁକ୍ତ ଥିବାରୁ; ବହୁବ୍ରୀହି; କଙ୍କ+ପକ୍ଷ)— ବାଣ; ଶର —୨. Arrow furnished with flamingo-feather.
ବୃଜିନକୁ ଛେଦି ତୋ କଙ୍କପତ୍ରେ ଭଞ୍ଜ. ବୈଦେହିଶବିଳାସ
ସଂ. ବିଣ. —
କଙ୍କପକ୍ଷଯୁକ୍ତ —Furnished with flamingo feather.