ଶବ୍ଦାର୍ଥ:

କଙ୍କତିକା
ଉଚ୍ଚାରଣ: Kaṅkatikā

ସଂ. ବି. (କଙ୍କତୀ+ସ୍ବାର୍ଥେ. କ+ସ୍ତ୍ରୀ. ଆ) —

କଙ୍କତ (ଦେଖ) Kaṅkata (See)

କଙ୍କତିକା ଅସ୍ପରଶ ରଙ୍କତ ହେଲାଣି କେଶ ପ୍ରାଚୀନ ସଙ୍ଗୀତ