ଶବ୍ଦାର୍ଥ:
କଙ୍କତିକା — ଉଚ୍ଚାରଣ: Kaṅkatikā
ସଂ. ବି. (କଙ୍କତୀ+ସ୍ବାର୍ଥେ. କ+ସ୍ତ୍ରୀ. ଆ) —
କଙ୍କତ (ଦେଖ) Kaṅkata (See)
କଙ୍କତିକା ଅସ୍ପରଶ ରଙ୍କତ ହେଲାଣି କେଶ ପ୍ରାଚୀନ ସଙ୍ଗୀତ