ଶବ୍ଦାର୍ଥ:

କଙ୍କତଦେହୀ
ଉଚ୍ଚାରଣ: Kaṅkatadehī

ସଂ. ବି. (ଜୀବବିଜ୍ଞାନ ପରିଭାଷା; ଆଧୁନିକ ପ୍ରୟୋଗ) —

ପାନିଆ ଦାନ୍ତପରି କଣ୍ଟାଦ୍ବାରା ଆବୃତ ଗୋଲାକାର କୋମଳାଙ୍ଗ ସାମୁଦ୍ରିକଜୀବବିଶେଷ (ଜ୍ଞାନେନ୍ଦ୍ର) — Ctenophore.