ଶବ୍ଦାର୍ଥ:

କଙ୍କଣୀ
ଉଚ୍ଚାରଣ: Kaṅkaṇī

ସଂ. ବି. (କଣ୍ ଧାତୁର ପୌନଃପୁନ୍ୟାର୍ଥକ ବା ୟଙଲୁଖନ୍ତରୂପ କଙ୍କଣ ଧାତୁ= ବାରମ୍ବରା ଶବ୍ଦ କରିବା+କର୍ତ୍ତୃ. ଅ+ ସ୍ତ୍ରୀ. ଈ) —

ଘୁଙ୍ଗୁର; କିଙ୍କିଣି; ଅଳଙ୍କାରରୂପେ ଗୋଡ଼— ଗଣ୍ଠିରେ ପିନ୍ଧିୟିବା ସାନସାନ ଘଣ୍ଟିର ମାଳ, ଘାଗୁଡ଼ି — String of small bells worn as ornament on the ankles.