ଶବ୍ଦାର୍ଥ:
କଙ୍କଣା — ଉଚ୍ଚାରଣ: Kaṅkaṇā
ଦେ. (ପଦ୍ୟ) ବି. (ସଂ. କଙ୍କଣ) —
୧: ଜଳକଣା — ୧. Particles of water.
୨: (ଲକ୍ଷଣାର୍ଥେ) ଲୁହ —୨. Tears.
ଭାବବତିସଲକ୍ଷଣା ଗତି ନେତ୍ର ସୁପଦ୍ମରାଗ କଙ୍କଣା ଭଞ୍ଜ, ପ୍ରେମସୁଧାନିଧି