ଶବ୍ଦାର୍ଥ:

କଙ୍କଡ଼ା କୋଣ
ଉଚ୍ଚାରଣ: Kaṇkaṟḍ̠ā koṇa

ପ୍ରାଦେ. (ବାଲେଶ୍ବର) ବି. (ଜାହାଜିଆ ଶବ୍ଦ) —

ବାୟୁକୋଣ; ଉତ୍ତର ପଶ୍ଚିମ କୋଣ — (Nautical) The North-west corner.