ଶବ୍ଦାର୍ଥ:

କଙ୍କଡ଼ାଗୋଡ଼ିଆ
ଉଚ୍ଚାରଣ: Kaṇkaṟḍ̠āgoṟḍ̠iā

ଦେ. ବି. —

ଯେଉଁ ୟାନ ଆସନମାନଙ୍କର ଗୋଡ଼ କଙ୍କଡ଼ାଗୋ଼ଡ଼ ପରି ଶାଖାବିଶିଷ୍ଟ ହୋଇ ଦୁଇ ଆଡ଼କୁ ମେଲା ହୋଇ ତିଆରି ହୋଇଥାଏ — (furniture) With forked legs.

ପ୍ରାଦେ. (ଗଡ଼ଜାତ) ବିଣ —

କାଦୁଅ ଜମି ଉପରେ ଗୋରୁଙ୍କ ଖୁଚୁରାଚିହ୍ନ ଶୁଖି ଟାଣ ହୋଇୟାଇଥିବା (ବାଟ) — (road) Consisting of holes made by the foot-prints of cattle and hardened by sun's rays.