ଶବ୍ଦାର୍ଥ:

କଙ୍କ
ଉଚ୍ଚାରଣ: Kaṇka

ସଂ. ବି. (କଙ୍କ୍ ଧାତୁ=ୟିବା+କର୍ତ୍ତୃ. ଅ) —

୧: ବକ; ବଗ (ପକ୍ଷୀ) — ୧. Egret (bird).

୨: ବଢ଼ିଆକାଙ୍କ ପକ୍ଷୀ —୨. Flamingo.

୩: ହାଡ଼ଗିଳା ପକ୍ଷୀ (ପ୍ରକୃତିବାଦ) — ୩. Adjutant crane.

୪: ଛଦ୍ମବେଶୀ ବ୍ରାହ୍ମଣ; ଛଳ ବ୍ରାହ୍ମଣ — ୪. A masked Brāhmaṇa

ବହିକଙ୍କରୂପେ ୟଇଁ କେ ତୁମ୍ଭେ ପଚାର—ଭଞ୍ଜ. ବୈଦେହୀଶବିଳାସ

୫: କୃତାନ୍ତ; ୟମ —୫. The God of Death.

୬: (ନାମ) ଅଜ୍ଞାତବାସ କାଳରେ ବିରାଟରାଜାଙ୍କ ପୁରରେ ୟୁଧିଷ୍ଠିର ଧାରଣ କରିଥିବା ନାମ —୬. Name assumed by J̄udhishṭhira while in sojoụrn at the house of king Birāṭa.

୭: କ୍ଷତ୍ରିୟ —୭. A person of the Hindu-warrior class.

୮: କଂସାସୁରଙ୍କ ଭାଇ; ଉଗ୍ରସେନଙ୍କ ପୁତ୍ର — ୮. A brother of Kaṃsa.

୯: (ନାମ) ରାମାୟଣବର୍ଣ୍ଣିତ ଦୈତ୍ୟବିଶେଷ — ୯. A demon said of in the Rāmāyaṇa.

ପ୍ରାଦେ. (ସିଂହଭୂମ) ବି —

କାଙ୍କ (ଦେଖ) Kāṇka (See)

ସଂ. ବିଣ. —

ସୁଖଦାୟୀ (ପ୍ରକୃତିବାଦ) — Giving pleasure.


ଉଚ୍ଚାରଣ ସମ୍ପାଦନା

(file)