ଶବ୍ଦାର୍ଥ:

କଖେଇବା
ଉଚ୍ଚାରଣ: Kakheibā

ପ୍ରାଦେ. (ସମ୍ବଲପୁର) କ୍ରି —

କାଖେଇବା; କାଖକରିବା; ଶିଶୁମାନଙ୍କୁ କଡ଼ପାଖ ଅଣ୍ଟାରେ ଘୋଡ଼ାରେ ଚଢ଼ିଲା ପରି ବସାଇ ତାଙ୍କୁ ବାହୁବେଷ୍ଟନ କରି ଧରିବା — To carry a child on the flanks.