କଖାରୁବଡ଼ି
କଖାରୁବଡ଼ି —
ଉଚ୍ଚାରଣ: Kakhārubaṟḍ̠i
কুমুডারবডী
कुम्हडेकाबरी
ଦେ. ବି. (ସଂ. କର୍କାରୁ+ବଟକ) —
୧: ପାଣିକଖାରୁକୁ କୋରି ଉକ୍ତ କୋରାକୁ ବାଟି, ବିରିବଟା ସଙ୍ଗେ ମିଶାଇ ଉତ୍ତମରୂପେ ଫେଣାଇ ମଣ୍ଡାପରି ତଋOରି କରା ୟାଇଥିବା ବଡ଼ ବଡ଼ ବଡ଼ି —୧. Balls of corn-paste mixed with flakes of pumpkin (used in preparing curry).
୨: (ଲକ୍ଷଣାର୍ଥ) (ବଟା ବିରି ଫେଣିଆ ହୋଇଥିବାରୁ କଖାରୁବଡ଼ିମାନ ଦେଖିବାକୁ ବଡ଼ କିନ୍ତୁ ପୋଲା; ହାତରେ ସାମାନ୍ୟରେ ମଳି ଦେଲେ ତାହା ଚୂନା ହୋଇଯାଏ; ଏହି ଲକ୍ଷଣାରୁ)— ଦେଖିବାକୁ ସୁନ୍ଦର କିନ୍ତୁ ଅୟୋଗ୍ୟ ବ୍ୟକ୍ତି ବା ବସ୍ତୁ — ୨. A good-looking but worthless person.
ଦେଖନ୍ତେ ସୁନ୍ଦର କଖାରୁବଡ଼ି—ଢଗ