ଶବ୍ଦାର୍ଥ:

କଖାରୁଚୋପି
ଉଚ୍ଚାରଣ: Kakhāruchopi

ଦେ. ବି. —

ତରକାରି କରିବା ପାଇଁ ବନାୟିବା କଖାରୁ ଉପରୁ ପନିକିଦ୍ବାରା ଛେଲା ୟିବା ପତଳା ଓ କ୍ଷୁଦ୍ର କ୍ଷୁଦ୍ର ଚୋପା —The rind of the rep pumpkin fruit.

କଖାରୁ ଚୋପି, ବେଳ ଉଣ୍ଡିକରି ଗଡ଼ିଲେ ଗୋପୀ—ଢଗ