କକ୍ଷ୍ୟ
କକ୍ଷ୍ୟ —
ଉଚ୍ଚାରଣ: Kakshya
ସଂ. ବିଣ. (କକ୍ଷ+ଭାବ. ୟ) —
୧: କକ୍ଷୋଦ୍ଭବ; କାଖରେ ଜନ୍ମିବା — ୧. Growing in the arm-pit.
୨: କକ୍ଷପୂରକ; ୟାହା ଦ୍ବାରା କାଖସନ୍ଧି ପୂରି ୟାଇଥାଏ — ୨. Filling the arm-pit.
ସଂ. ବି. —
୧: ରୁଦ୍ରବିଶେଷ —୧. An incarnation of Ṡiba.
୨: ଉତ୍ତରୀୟ ବସ୍ତ୍ର —୨. Sheet for the upper- part of the body.
୩: କୋଠାର ପ୍ରକୋଷ୍ଠ; କୋଠରୀ; କାମରା — Appartment; room.
୪: ରାଜାନ୍ତଃପୁର —୪. Harem.
୫: ସାଦୃଶ୍ୟ —୫. Equality; similarity.
୬: ପାର୍ଶ୍ବଭାଗ —୬. Side; flank.
୭: ହସ୍ତୀର ଗଳା ବା କକ୍ଷବନ୍ଧ ରଜ୍ଜୁ — ୭. A rope passed round the neck of an elephant.
୮: ମେଖଳାବନ୍ଧନ ରଜ୍ଜୁ —୮. Tape for tying the girdle.