ଶବ୍ଦାର୍ଥ:

କକ୍ଷୀକୃତ
ଉଚ୍ଚାରଣ: Kakshīkṛuta

(କକ୍ଷୀକୃତା—ସ୍ତ୍ରୀ)  

ସଂ. ବିଣ. ପୁଂ. [କକ୍ଷ=କାଖ+ଅଭୂତ. ତଭାବେ (ଚ୍ବୀ) ଈ+କୃତ] —

୧: ୟାହାକୁ କାଖ କରାୟାଇଥାଏ — ୧. Carried under one's arms.

୨: (ଲକ୍ଷଣାର୍ଥ)—(ୟାହାକୁ ଅଧୀନ କରା ୟାଇଥାଏ)— ଆୟତ୍ତୀକୃତ ବା ଆପଣା ଅକ୍ତିଆରକୁ ଅଣା ୟାଇଥିବା — ୨. Brought under one's control.