କକ୍ଷୀକୃତ
କକ୍ଷୀକୃତ —
ଉଚ୍ଚାରଣ: Kakshīkṛuta
(କକ୍ଷୀକୃତା—ସ୍ତ୍ରୀ)
ସଂ. ବିଣ. ପୁଂ. [କକ୍ଷ=କାଖ+ଅଭୂତ. ତଭାବେ (ଚ୍ବୀ) ଈ+କୃତ] —
୧: ୟାହାକୁ କାଖ କରାୟାଇଥାଏ — ୧. Carried under one's arms.
୨: (ଲକ୍ଷଣାର୍ଥ)—(ୟାହାକୁ ଅଧୀନ କରା ୟାଇଥାଏ)— ଆୟତ୍ତୀକୃତ ବା ଆପଣା ଅକ୍ତିଆରକୁ ଅଣା ୟାଇଥିବା — ୨. Brought under one's control.