ଶବ୍ଦାର୍ଥ:
କକ୍ଷାବନ୍ତ — ଉଚ୍ଚାରଣ: Kakshābanta
ଦେ. ବିଣ. —
ପ୍ରତିଜ୍ଞାବଦ୍ଧ —Determined; resolved.
ବହି କରେ କପି କକ୍ଷାବନ୍ତ ବଡ଼ ବରଷେ ରୋଷେ ଶେଷେ ସେ ଭଞ୍ଜ, ବୈଦେହୀଶବିଳାସ