ଶବ୍ଦାର୍ଥ:

କକ୍ଷଗତ
ଉଚ୍ଚାରଣ: Kakshagata

ସଂ. ବିଣ. ( ୨: ୟା ତତ୍; କକ୍ଷ+ଗତ) —

୧: ଗ୍ରହର ଭ୍ରମଣପଥରେ ଅବସ୍ଥିତ — ୧. Situated on the orbit.

୨: ପାର୍ଶ୍ବଗତ; ପାର୍ଶ୍ବରେ ଅବସ୍ଥିତ — ୨. Situated on the side.